Home
OUR FOUNDER SAYS
It's time to turn the face of New India
The government has been saying that the government is for the people, by the people and through the people.
People belong to the government, for the government and by the government
In a democratic system of governance, the people are the owners and the government is the servant But today people are saying Modiking government, Naveen government That is, public servants are the owners of the government The people are poor, the government is rich, the administrative department is strong, the people will be strong Everyone will get the right to justice but today the people are not getting the right to justice because of the weak administration Janata Darba is the only party in India where the only goal is how to get justice and rights to the people
ଜନତା ଦରବାର୍ ପାର୍ଟି
ସମ୍ଭିଧାନ କହୁଚି ଲୋକଂକୁ ନ୍ୟାୟ ଅଧିକାର ପାଇବା ଶାସନ ବ୍ୟବସ୍ଥା ଚାଲିବା କଥା ସରକାର ଲୋକଂକ ପାଇଁ, ଲୋକଂକର ଏବଂ ଲୋକଂକ ଦ୍ବାରା କହି ଚାଲିଛି |
ଲୋକମାନେ ସରକାରଂକର, ସରକାରଂକ ପାଇଁ ଏବଂ ସରକାରଂକ ଦ୍ବାରା |
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଜନତା ମାଲିକ ଓ ସରକାର ସେବକ | କିନ୍ତୁ ଆଜି ଲୋକେ କହୁଛନ୍ତି ମୋଦିଂକ ସରକାର, ନବୀନ ସରକାର | ଅର୍ଥାତ୍ ଜନତା ସେବକ ସରକାର ମାଲିକ | ଜନତା ଗରିବ, ସରକାର ଧନୀ, ପ୍ରଶାସନ ବିଭାଗ ମଜବୁତ୍ ଜନତା ମଜବୁତ୍ ହେବ | ସମସ୍ତଂକୁ ନ୍ୟାୟ ଅଧିକାର ମିଳିବ କିନ୍ତୁ ଆଜି ପ୍ରଶାସନ ଦୁର୍ବଳ ଥିବାରୁ ଲୋକଂକୁ ନ୍ୟାୟ ଅଧିକାର ମିଳୁ ନାହିଁ | ଜନତା ଦରବାର ଏକମାତ୍ର ପାର୍ଟି ଭାରତରେ ଯେଉଁଠି ଲୋକଂକୁ ନ୍ୟାୟ ଆଉ ଅଧିକାର କିପରି ମିଳିବା ଏକମାତ୍ର ଲକ୍ଷ୍ୟ |